ସୁନ୍ଦରଗଡ ସହର: ବଡ଼ଗାଁ ଅବକାରୀ ଥାନା ଅଧିକାରୀଙ୍କ ସିଙ୍ଗାର ମୁଣ୍ଡା ବଡଖମନରେ ଚଢାଉ, ବିପୁଳ ପରିମାଣର ପୋଚ ଓ ମଦ ନଷ୍ଟ , ମଦ ତିଆରି ସରଞ୍ଜାମ ଜବତ
Sundargarh Town, Sundargarh | Aug 14, 2025
ଆଜି ଅଗଷ୍ଟ 14 ତାରିଖ ପୂର୍ବାହ୍ନ 9 ଟାରୁ ଆରମ୍ଭ ହୋଇ ଅପରାହ୍ନ 3 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଚଢାଉ। ଅବକାରୀ ଅଧିକ୍ଷକ ସିଦ୍ଧେଶ୍ଵର...