ବିଳାସପୁର ପ୍ୟାକ୍ସରେ ଧାନକ୍ରୟ ଶୁଭାରମ୍ଭ । କଣ୍ଟାମାଳ ବ୍ଳକ ବିଳାସପୁର ପେକ୍ସରେ ଆଜି ଧାନକିଣା ଶୁଭାରମ୍ଭ ହୋଇଛି। ପ୍ୟାକ୍ସ ସଂପାଦକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଭାପତି ଙ୍କ ଉପସ୍ଥିତ ରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରି ଧାନ କିଣା ଶୁଭାରମ୍ଭ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ, l ରାଇସ ମିଲର କର୍ମଚାରୀ, ପ୍ୟାକ୍ସର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ I