ବାଇକ୍ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ କଣ୍ଟାବଣିଆ ଥାନା ଅନ୍ତର୍ଗତ ସଞ୍ଜପଡା ଗ୍ରାମର ଚେମୁଟୁ ସାହୁ ଙ୍କ ପୁଅ ପ୍ରକାଶ ସାହୁ ଏକ ବାଇକ୍ ରେ ଗୁଳେହି ଗ୍ରମରୁ ଅନୁଗୋଳ ସହର ଆଡ଼କୁ ଆସୁଥିବା ବେଳେ ଖଣ୍ଡହତା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।