କୋରାପୁଟ ସହର: ଡେଙ୍ଗା ଜାନି ଗୁଡ଼ା ଗ୍ରାମକୁ ବିସ୍ଥାପିତ ଘୋଷଣା କରି ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
Koraput Town, Koraput | Sep 9, 2025
ନାଲକୋ ରେଡମଡ ପଣ୍ଡ ଯୋଗୁଁ ଲୋକେ ଚର୍ମ ,ଆଖି ଓ ଶ୍ଵାସ ରୋଗରେ ପୀଡ଼ିତ ହୋଇ ଜୀବନ ହରାଉଛନ୍ତି, କେବଳ ମଣିଷ ନୁହଁ ଦୂଷିତ ଜଳ ପିଇ ଗୃହ ପାଳିତ...