ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ସ୍ଥିତ ରତନ ଟାଟା ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟିଆରଏଲ କ୍ରୋସାକି କପରେ
ପଶ୍ଚିମବଙ୍ଗ ପୋଲିସକୁ ହରେଇ ସେମିଫାଇନାଲ କୁ ପହଂଚିଲା ସୁନ୍ଦରଗଡ଼ ଦଳ l ଏହି ଜାତୀୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଅପରାହ୍ନ ୨ ଟା ୩୦ ରୁ ୪ ଟା ୩୦ ଯାଏଁ ଅନୁଷ୍ଠିତ କ୍ଵାଟର ଫାଇନାଲ ମ୍ୟାଚ ରେ ପଶ୍ଚିମ ବଙ୍ଗ ପୋଲିସ ୪-୧ ଗୋଲରେ ସୁନ୍ଦରଗଡ଼ ଦଳ ପରାସ୍ତ କରି ସେମି ଫାଇନାଲକୁ ପ୍ରବେଶ କରିଛି I ଅତିଥି ଭାବରେ ସ୍ଥାନୀୟ ଜମିଦାର ବ୍ରଜ କିଶୋର ସଂହଦେଓ, ଟିଆରଏଲ କ୍ରୋସାକିର ବରିଷ୍ଠ ଅଧିକାରୀ ସୁଶାନ୍ତ ଦାସ, ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନ, ବେଲପାହାଡ ଆଇ