ନଭେମ୍ବର ୧୪ତାରିଖ ସକାଳ ୯ଟାରୁ ଅପରାହ୍ନ ୧ଟା ୩୦ମିନିଟ ପର୍ଯ୍ୟନ୍ତ ମାନବସେବା ସଦନଠାରେ ମହା ସମାରୋହରେ ପାଳନ ହେବା ଅବସରରେ ଅନୁଷ୍ଠାନର ସଭାପତି ଅଞ୍ଜନ ଦେ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ପିତାମ୍ବର ଲେକା, ଗଗନ ବିହାରୀ ଧଳ, ପ୍ରଫେସର ଅଜିତ ବେହେରା, ବାଳମୁକୁନ୍ଦ ଶୁକ୍ଲା, ବୟୋଜ୍ୟଷ୍ଠ ସାମ୍ବାଦିକ ଜଟାଧାରୀ ମାଝି, ଡଃ ଗୀତାଞ୍ଜଳି ପତ୍ରି, ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉପସଭାପତି ତଥା ବରିଷ୍ଠ ସାମ୍ବାଦିକ ଓ କବି କୁଞ୍ଜବିହାରୀ ରାଉତ, ପ୍ରତିଭା ନନ୍ଦ, ଅମୀର ସିଂ,, ସମାଜ ସେଵୀ ସଞ୍ଜୟ କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଶିଶୁଦିବସ ପାଳନର ଆଭିମୁଖ୍ୟ ଓ ରଖିଥିଲେ