ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଥାନା ଅନ୍ତର୍ଗତ ହିନ୍ଦୋଳ ସାହି ଅଞ୍ଚଳରେ ଥିବା ଠକ ବାବା ମଠ ରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ପଡିଥିଲେ ବାବା। ଖବର ପାଇ ମଠ ରେ ପୋଲିସ ପହଁଚି ବାବା ଙ୍କୁ ଗୁରୁତର ଉଦ୍ଧାର କରି ଆଠମଲ୍ଲିକ ଚିକିତ୍ସାଳୟରେ ଭର୍ତି କରିଥିଲେ। ଗୁରୁତର ବାବା ହେଉଛନ୍ତି ଅନାଦି ଥାଟି (୭୫)। ସୂଚନା ଯେ, ଆଜି ଅପରାହ୍ନ ସମୟରେ ଠକ ବାବା ମଠ ରେ ବାବା ଅନାଦି ଥାଟି ଙ୍କୁ କେହି ଧାରୁଆ ଅସ୍ତ୍ର ରେ ତଣ୍ଟି କାଟି ଦେଇଥିବା ଆଠମଲ୍ଲିକ ପୋଲିସ ଖବର ପାଇ ଠକ ବାବା ମଠ ଠାରେ ପହଁଚି ଥିଲା। ବାବା ଅନାଦି ରକ୍ତ ଜୁଡ଼ୁବୁଡ଼ୁ ହୋଇ ଗୁରୁତର ହୋଇ ପଡ଼ି ଥିବା ଦେଖି ସଙ୍ଗେ ସଙ୍ଗେ ଆଠମଲ୍ଲିକ ଚିକିତ୍ସ