ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଠାରେ ଆଜି ଦିନ ପ୍ରାୟ 12ଟା ସମୟରେ ବ୍ଲକ ସ୍ତରୀୟ ମତ୍ସ ଓ ପ୍ରାଣୀ ସମ୍ପଦ ମେଳା 2025 ଅନୁଷ୍ଠିତ ହୋଇଯାଇଛି lଏହି ମେଳା ରେ ବ୍ଲକ ର ୧୬ ଗୋଟି ଗ୍ରାମ ପଞ୍ଚାୟତର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରୁ ସମୁଦାୟ ୩୪୦ ଜଣରୁ ଉର୍ଦ୍ଧ ଚାଷୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବରେ ସମ୍ବଲପୁର ସାଂସଦ ଙ୍କ ପ୍ରତିନିଧି ତଥା ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ନାଉରି ନାଏକ ଯୋଗ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଙ୍କ ଚାଷୀ ପାଇଁ ନେଇଥିବା ବିଭିନ୍ନ ଯୁଗାନ୍ତକାରୀ ପଦକ୍ଷେପ ବିଷୟରେ ଆଲୋକପାତ କରିଥିଲେ l ତାହାସହ ରାଜ୍ୟରେ ମତ୍ସ ଓ