ବାଙ୍ଗିରିପୋଷି: କୁଳିଅଣା ଠାରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଟିତ
ଆଜି କୁଳିଅଣା ଠାରେ ବିଜେପି ର ଏକ ବିଶାଳ ମିଶ୍ରଣ ପର୍ବ ଆଜି ଦିବା ୨ ଘଟିକା ସମୟରେ ଅନୁଷ୍ଟିତ ହେଇ ଯାଇଛି।ବିଧାୟିକା ସଂଜଳୀ ମୁର୍ମୁ ଙ୍କ ଉପସ୍ଥିତ ରେ ବିଜେଡ଼ି ,ସରପଂଚ,ସମିତି ସଭ୍ୟ, ଅନେକ ଆଗଧାଡିର ବିଜେଡ଼ି କର୍ମୀ ସାମିଲ ହେଇଥିଲେ।ସମସ୍ତଙ୍କୁ ଉତ୍ତରୀୟ ଦେଇ ବିଧାୟିକା ସ୍ଵାଗତ କରିଥିଲେ।