ନର୍ଲା: ଭଟାଖମାର ଛକରେ ବାଇକ ଦୁର୍ଘଟଣାରେ ଚାଳକ ଙ୍କ ମୃତ୍ୟୁ ଘଟଣା।ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କଲା ପୁଲିସ।
Narala, Kalahandi | Aug 10, 2025
ଟିଟିଲାଗଡ଼ ଥାନା ଅଧୀନସ୍ଥ ଖୋଲାନ ଗ୍ରାମର ଦିପକ୍ ରଣା ଓ ମହେଶ ରଣା ଦୁଇ ଜଣ ରାକ୍ଷୀ ପାଇଁ ନିଜ ଭଉଣୀ ଘର ଭାନପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ...