ଭୋଗରାଇ: ଭୋଗରାଇ ଗସ୍ତରେ ବାଲେଶ୍ୱର ଜିଲ୍ଲାପାଳ , ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ
ଭୋଗରାଇ ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କଲେ ବାଲେଶ୍ୱର ଜିଲ୍ଲାପାଳ , ଏପରିକି ଅଙ୍ଗନବାଡି କେନ୍ଦ୍ର ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ,ସହିତ ବିଭିନ୍ନ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି ।