ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ଜେଲଛକ ଠାରେ ଥିବା ଖାଓଗଳି ର କିଛି ଦୋକାନୀଙ୍କୁ ଉଠାଇବା ଅଭିଯୋଗ
ସମ୍ବଲପୁର ଜେଲଛକ ଠାରେ ଥିବା ଖାଓଗଳି ର କିଛି ଦୋକାନୀଙ୍କୁ ଉଠାଇବା ଅଭିଯୋଗ l ମିଳିଥିବା ସୂଚନା ଅନୁସାରେ ଖାଓଗଳି ଅଞ୍ଚଳର କିଛି ଦୋକାନୀ ମାନଙ୍କୁ ମହାନଗର ନିଗମ କତୃପକ୍ଷ ରାସ୍ତା କାର୍ଯ୍ୟ ପାଈଁ ତାଙ୍କୁ ସେଠାରୁ ଉଠାଇ ଦେଇ ଅନ୍ୟତ୍ର ତାଙ୍କ ଦୋକାନ ଲଗାଇବା ପାଈଁ କହିଥିଲେ l ହେଲେ ଏହାକୁ କିଛି ଦୋକାନୀ ଆଜି ବିରୋଧ କରିଥିଲେ l ଯଦି ଉଠା ଯାଉଛି ତାହେଲେ ସମସ୍ତଙ୍କୁ ଉଠାଯାଉ ନଚେତ କାହାକୁ ଉଠାନଯାଉ ବୋଲି ଦୋକାନୀ ମାନେ କହିଛନ୍ତି l