କ୍ଷେତରାଜପୁର ପୋଲିସ ଦ୍ୱାରା ବ୍ୟାପକ ବାଣ ଜବତ l ଜଣେ ଗିରଫ ଗିରଫ ଅଭିଯୁକ୍ତ ଜଣକ ହେଲେ ତାଲ ଭଟ୍ଟାପଡା ର ଶୁଭମ ଦୁବେ l ମିଳିଥିବା ସୂଚନା ଅନୁଯାଇ କ୍ଷେତରାଜପୁର ଅଂଚଳ ବେଆଇନ ବାଣ ବିକ୍ରି ହେଉଥିବା ଖବର ପାଇ ଶନିବାର ଅପରାହ୍ନ 5ଟାରେ ଚଢାଉ କରିଥିଲା l ଏହି ଚଢାଉ ରେ 24 ପ୍ରକାର ର ବାଣ ଜବତ କରିଥିଲା l ଯାହାର ମୂଲ୍ୟ ପ୍ରାୟ 1ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l