ଟ୍ରକ ଟି ତାଳଚେର ଠାରୁ କୋଇଲା ଲୋଡ କରି ଟିକିରି ଯିବା ସମୟରେ କୋୖଣସି କାରଣ ବଶତଃ ଗଛ ରେ ପିଟି ହୋଇ ଚାପି ହୋଇ ଥିବା ବେଳେ ଘଟଣାସ୍ଥଳରେ ହିଁ ଚାଳକ ର ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଶବ ବ୍ୟବଚ୍ଛେଦ କରିଥିଲା।ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କ ଙ୍କୁ ଆଜି ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରିଥିବା ଶୁକ୍ରବାର ରାତ୍ରି ଦଶଟା ସମୟରେ ପୋଲିସ ପକ୍ଷରୁ ସୂଚନା।