ନର୍ଲା: ରାତୁଲ ଗାଁରେ ଅଗ୍ନି ଭୈରବ ଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ।
ରାତୁଲ ଗାଁରେ ଅଗ୍ନି ଭୈରବ ଙ୍କ ଝାମୁଯାତ୍ରା ମହାସମାରୋହରେ ଅନୁଷ୍ଠିତ। ଦୀର୍ଘ ୨୦୦ବର୍ଷରୁ ଉର୍ଦ୍ଧ ସମୟ ଧରି ରାତୁଲ ଗାଁ ରେ ଆୟୋଜିତ ହୋଇ ଆସୁଛି ଏହି ଯାତ୍ରା। ପ୍ରତ୍ୟେକ ବର୍ଷ ଭଳି ମଧ୍ୟ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଯାତ୍ରା ରେ ହଜାର ହଜାର ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଯୋଗୁଁ ଦେଇ ଅଗ୍ନି ଭୈରବ ଙ୍କ ଆଶିଷ ଭିକ୍ଷା କରିଥିଲେ। ଉଦ୍ଧବ ଦୋରା, ମଧୁସୂଦନ ଦୋରା, ପରମେଶ୍ବର ଦୋରା,ଜଗତରାମ ମାଝୀ,,ଟିକଚନ ଗହିର, ସନ୍ତୋଷ ପାତ୍ର ଙ୍କୁ କାଳିସି ଲାଗିଥିଲେ। ଅଗ୍ନି ଭୈରବ ରଡ଼ ନିଆଁ ଚାଲନିଜ ଶକ୍ତି ପ୍ରଦର୍ଶନ କରିଥିଲେ।