ତେଲକୋଇ: ତେଲକୋଇ ବ୍ଲକ କନ୍ତଲେଇ ଗାଁ ର ଲୋକେ ଧନଦାତ୍ରୀ ଦେବି ମା' ଆ ଲକ୍ଷ୍ମୀକୁ ବିଦାୟ ଦେଇଛନ୍ତି
ତେଲକୋଇ ବ୍ଲକ କନ୍ତଲେଇ ଗାଁ ର ଲୋକେ ଧନଦାତ୍ରୀ ଦେବି ମା' ଆ ଲକ୍ଷ୍ମୀକୁ ବିଦାୟ ଦେଇଛନ୍ତି ।ଅଞ୍ଚଳ ପଟୁଆର ସମେତ ବାଣ ଋଷଣିରେ ପ୍ରକମ୍ପିତ ହୋଇଥିଲା । ଗ୍ରାମାଞ୍ଚଳରେ ଏହି ପରମ୍ପରା ମା'ଙ୍କ ପୂଜାକୁ ନେଇ ଭାଇଚାରା ସମ୍ପର୍କକୁ ଆହୁରି ଦ୍ଵିଗୁଣିତ କରିଛି । ଶୁକ୍ରବାର ରାତ୍ରୀ ଦଶଟା ସମୟର ସୂଚନା ।