Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପଟ୍ଟାଙ୍ଗୀ: ରାଣୀକଣା ଛକରେ କାର ସହ ଟ୍ରକର ମୁଁହମୁଁହି ଧକ୍କାରେ ୩ ଯୁବକ ଗୁରୁତ୍ତର ଆହତ

Pottangi, Koraput | Nov 2, 2025
କୋରାପୁଟ ଜିଲ୍ଲା ସେମିଳିଗୁଡ଼ା ଥାନା ଅଧିନ ୨୬ ନଂ ଜାତୀୟ ରାଜପଥର ରାଣୀକଣା ଛକରେ କାର ସହ ଟ୍ରକର ମୁଁହମୁଁହି ଧକ୍କାରେ ୩ ଯୁବକ ଗୁରୁତ୍ତର ଆହତ ହୋଇଥିବା ସଂଧ୍ଯା ୫ଟା ସମୟରେ ଜଣାପଡିଛି । ଆହତ ଯୁବକ ମାନଙ୍କ ମଧ୍ୟରେ ଉତ୍ତମ ଜେନା, ସତେନ୍ଦ୍ର ସିଂ ଓ ଗୌତମ ରାଓ ବୋଲି ଜଣାପଡିଛି ଏ ସମସ୍ତ ଙ୍କ ଘର ଛତିଶଗଡ଼ ରାୟପୁର ଅଞ୍ଚଳ ବୋଲି ସୂଚନା ମିଳିଛ।

MORE NEWS