ବ୍ରହ୍ମପୁୁର ମ୍ୟୁନିସିପାଲଟି କର୍ପୋରେସନ: ଗୋଳନ୍ଥରା ଥାନା ଅଞ୍ଚଳର ଝିଅ ଅପହରଣ ଘଟଣା, ବ୍ରହ୍ମପୁର ଏସପିଙ୍କୁ ଭେଟିବା ନେଇ ଗଜପତି ନଗର ଠାରେ ସୂଚନା ଦେଲେ ବାପା
ଗୋଳନ୍ଥରା ଥାନା ଅଞ୍ଚଳର ଝିଅ ଅପହରଣ ନେଇ ଥାନାରେ ମାର୍ଚ୍ଚ ୨୬ ତାରିଖରେ ଅଭିଯୋଗ କରିଥିଲେ l ଆଜି ସୁଦ୍ଧା ପୋଲିସର କୌଣସି ପ୍ରକାର ଆଖି ଦୃଷ୍ଟିଆ ପଦକ୍ଷେପ ନେଇ ନଥିବାରୁ ବ୍ରହ୍ମପୁର ଏସପିଙ୍କୁ ଭେଟିବେ ବୋଲି ଝିଅଙ୍କ ବାପା ଗଜପତି ନଗର ଠାରେ ପ୍ରତିକ୍ରିୟା ରଖିଛନ୍ତି l