ଢେଙ୍କାନାଳ ସଦର: ପୋଲିସ ସଂଘ ପକ୍ଷରୁ ୬ଟି ପଦବୀ ପାଇଁ ନିର୍ବାଚନର ଫଳାଫଳ ରିର୍ଜବ କାର୍ଯ୍ୟାଳୟଠାରେ ଘୋଷଣା
ଢେ଼ଙ୍କାନାଳରେ ହାଜିଲଦାର ଓ କନେଷ୍ଟବଳ ସଂଘ ପକ୍ଷରୁ ରବିବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବିଭିନ୍ନ ଥାନା ମାନଙ୍କରେ ସଭାପତି, ଉପ-ସଭାପତି, ସଂପାଦକ, ସହ- ସଂପାଦକ, କୋଷାଧ୍ୟକ୍ଷ ଏବଂ କାର୍ଯ୍ୟକାରୀ ସଭ୍ୟ ପାଇଁ ନିର୍ବାଚନ ହୋଇଥିଲା। ସୋମବାର ଦିନ ରିଝର୍ବ ପୋଲିସ କାର୍ଯ୍ୟାଳୟଠାରେ ସକାଳ ୯ଟାରୁ ଗଣତି କାର୍ଯ୍ୟ ଆରମ୍ଭ ହୋଇ ସନ୍ଧ୍ୟାରେ ଫଳାଫଳ ଘୋଷଣା କରାଯାଇଛି । ଜିଲ୍ଲାରେ ସମୁଦାୟ ୫୭୬ ଜଣ ହାବିଲଦାର ଓ କନେଷ୍ଟବଳ ଥିବା ବେଳେ ୫୭୪ ଜଣ ଭୋଟ ଦେଇଥିଲେ । ଫଳାଫଳରେ ସଭାପତି ପରମାନନ୍ଦ ମିଶ୍ର ନିକଟ ତମ ପ୍ରତିଦ୍ଵନ୍ଦି ରଂଜନ ଗାଆଣଙ୍କଠାରୁ ୭୭ ଖଣ୍ଡ ଅଧିକ ଭୋଟ