କୋରାପୁଟ ସହର: ଡୁଡୁମା ଜଳପ୍ରପାତରେ ୟୁଟ୍ୟୁବ ବ୍ଳଗର ଭାସିଯିବା ଘଟଣା,୨୪ ଘଣ୍ଟା ପରେ ମଧ୍ୟ ସାଗର କୁଣ୍ଡୁଙ୍କ ପତ୍ତା ମିଳୁନାହିଁ
Koraput Town, Koraput | Aug 24, 2025
୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ୟୁଟ୍ୟୁବ ବ୍ଲଗର ବ୍ରହ୍ମପୁରର ସାଗର କୁଣ୍ଡୁଙ୍କ କୌଣସି ପତା ମିଳିପାରିଲା ନାହିଁ। ମାଛକୁଣ୍ଡ ଡି ଡ୍ୟାମର ଗେଟ...