ଧନୁପାଲି ଥାନା ଅଞ୍ଚଳରେ ପୋଲିସ ପଡା ପଡା ବୁଲି ପେଟ୍ରୋଲିଙ୍ଗ କରୁଥିବା ଦେଖିବାକୁ ମିଳିଛି l ଆଜି ରାତି 8ଟାରେ ପୋଲିସ ପଡା ପଡା ବୁଲିବା ସହ ସହରରେ ବେଆଇନ କାର୍ଯ୍ୟକଳାପ ଉପରେ କଡା ନଜର ରଖିଛି l ସେପଟେ ଆଗକୁ ଦୀପାବଳି ଥିବାରୁ ପୋଲିସ ବେଆଇନ କାର୍ଯ୍ୟକଲାପ, ଅସାମାଜିକ ତତ୍ତ୍ୱ ଉପରେ କଡା ନଜର ରଖିଥିବା ଜଣାପଡିଛି l