ଡ଼ିସେମ୍ବର ୧୩ ତାରିଖ ପ୍ରାୟ ସକାଳ ୧୧ଟା ୩୦ମିନିଟସମୟରେ ସହରର ମୌଳିକ ସମସ୍ୟାର ଦୂରୀକରଣ ପାଇଁ ରାଉରକେଲା ମହାନଗର ନିଗମ ଆଯୁକ୍ତ ସୁଶ୍ରୀ ଦିନହା ଦସ୍ତଗୀରଙ୍କ ଅଧ୍ୟକ୍ଷତାରେ ଏକ ସମନ୍ୱୟ ବୈଠକ RMC ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି,ସମନ୍ୱୟ ବୈଠକରେ ଆଯୁକ୍ତ ସୁଶ୍ରୀ ଦସ୍ତଗିର ନିର୍ଦେଶ ଦେଲେ କି, ଆଗାମି ମାର୍ଚ୍ଚ ସୁଦ୍ଧା ସହରର ରାସ୍ତା ଗୁଡିକ ଗର୍ତ୍ତମୁକ୍ତ କରାଯିବ, ଯାହା କି ଯାତାୟତ ବ୍ୟବସ୍ଥାକୁ ସୁଗମ ହେଵ, ଯଦି କୌଣସି ସ୍ଥାନରେ ରାସ୍ତା ଖୋଳିବା ପୂର୍ବରୁ RMC ଠାରୁ ଅନୁମତି ନେବା ଅତ୍ୟନ୍ତ ଜରୁରୀ ବୋଲି ନିର୍ଦେଶ ଦେଇଛନ୍ତି, କୋଠାବାଡି ନିର୍ମାଣ କଲେ, ଅକ୍ୟୁସାର୍ଟିଫିକଟ