Public App Logo
Jansamasya
Uppolice
Punjab
Pratapgarh
Live
Westbengal
Ballia
Farrukhabad
Mirzapur
Rain
Haridwar
Tikamgarh
Trending
Prayagraj
Modiji
Protest
���तरपुर
���ोगी_आदित्यनाथ
Letestnews
Arvindkejriwal
Weather
Hapur
Noida
Rahul
Indianews
New_delhi
Akhileshyadav
Upnews
Newsupdate
Dehradun

ଟିଟିଲାଗଡ: ଖୋଲାନ ଗ୍ରାମପଞ୍ଚାୟତରେ ଗ୍ରାମପଞ୍ଚାୟତ କର୍ମଚାରୀ ମାନଙ୍କ ଉପସ୍ଥାନକୁ ସୁବ୍ୟବସ୍ଥିତ କରିବା ପାଇଁ ଲାଗିଲା ବାୟୋମେଟ୍ରିକ ସିଷ୍ଟମ

Titlagarh, Balangir | Sep 3, 2025
ଆଜି ଅପରାହ୍ନ ଗୋଟାଏ ସମୟରେ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଖୋଲାନ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତର କାର୍ଯ୍ୟରତ କର୍ମଚାରି ଓ ଅଧିକାରୀଙ୍କ ଉପସ୍ଥାନକୁ ସୁବ୍ୟବସ୍ଥିତ କରିବା ପାଇଁ ତଥା ସରକାରଙ୍କ ଆଦେଶ ଅନୁଯାୟୀ ବାୟୋମେଟ୍ରିକ ସିଷ୍ଟମ ମେସିନ ଲାଗିଲା। ଯଦ୍ୱାରା କେଉଁ କର୍ମଚାରୀ କେତେ ଦିନ କାର୍ଯ୍ୟ କରୁଛନ୍ତି ତାହାର ତଥ୍ୟ ରେକର୍ଡ ହୋଇ ରହିବ। ଟିଟିଲାଗଡ଼ ବ୍ଲକରେ ପ୍ରଥମ କରି ଖୋଲାନ ପଞ୍ଚାୟତରେ ଏହି ମେସିନ ଲାଗିଲା। ସରପଞ୍ଚ ଶ୍ରୀ ନରେଶ ଅଗ୍ରୱାଲ ଏହାକୁ ସ୍ଵାଗତ କରିବା ସହ ସରକାର ସଠିକ ପନ୍ଥା ଅବଲମ୍ବନ କରିଛନ୍ତି ବୋଲି କହିଛନ୍ତି।

MORE NEWS