ସମ୍ବଲପୁର ଜିଲ୍ଲା ଦେଓଗାଁ ଗ୍ରାମବାସୀ ହେଲେ ଜେଲଛକ ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ମିଳିଥିବା ସୂଚନା ଅନୁଯାଇ ଏକ ଜମି ରେ ଗ୍ରାମବାସୀମାନେ ଗଛ ଲଗାଇବାକୁ ଚାହୁଁଛନ୍ତି l ଏଥି ପାଇଁ ମଧ୍ୟ ଗ୍ରାମସଭା ଅନୁଷ୍ଠିତ ହେଇଛି l ସେପଟେ ଗଛ ଲଗାଇବା ପାଇଁ ଅନୁମତି ନେବାକୁ ଆଜି ସନ୍ଧ୍ୟା 5ଟା ରେ ଗ୍ରାମବାସି ହେଲେ ବନଖଣ୍ଡ ଅଧିକାରୀ ଙ୍କ ଦ୍ୱାରସ୍ଥ