ନଭେମ୍ବର ୬ତାରିଖ ସମୟ ପ୍ରାୟ ରାତି ୮ଟା ସମୟରେ ବନ ବିଭାଗ ସୂଚନା ଅନୁଯାୟୀ, ବନବିଭାଗ ସାପ ବିଷୟରେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି, ସାପକୁ ଧରି ପୁନଶ୍ଚ ଜଙ୍ଗଲରେ ଛାଡି ଦେଇଛନ୍ତି, ସାପର ସ୍ୱାସ୍ଥ୍ୟ ପରୀକ୍ଷା କରି କହିଲେ, ସାପର ସ୍ୱାସ୍ଥ୍ୟରେ କୌଣସି କ୍ଷତି ହୋଇନାହିଁ ବୋଲି ଜଣାଇଲେ, ଵନ ବିଭାଗର ଏତାଦୃଶ୍ୟ କାର୍ଯ୍ୟ ପାଇଁ ସ୍ଥାନୀୟ ଲୋକମାନେ ବନ ବିଭାଗର ଭୁୟସୀ ପ୍ରଶଂସା କରିଥିଲେ