ଜାତୀୟ ରାଜପଥ ୫୫ ରେ ଯୁଯୋମୁରା ର ନାଁ ନଥିବା ଯୋଗୁଁ ପ୍ରତିବାଦ କଲେ ସ୍ଥାନୀୟ ଲୋକେ ଏନେଇ ଆଜି ଜାତୀୟ ରାଜପଥ ସମ୍ବଲପୁର ପ୍ରକଳ୍ପ ନିର୍ଦେଶକ ପି,ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ରାସ୍ତା ସମ୍ପ୍ରସାରଣ ସମୟରେ ଯୁଯୋମୁରା ଛକ ଉପରେ ଥିବା ଏକ ସୁନ୍ଦର ଫାଟକ କୁ ଭାଙ୍ଗିଦିଆ ଯାଇଛି।ପୁନଶ୍ଚ ସେଠାରେ ଥିବା ଏକ ବଡ଼ ନାମଫଳକ କୁ ବିନା କାରଣ ରେ ଭାଙ୍ଗି ରାସ୍ତା କଡରେ ପକେଇ ଦିଆଯାଇଛି କୌଣସି ନାମ ଫଳକ ନ ଥିବା ପରିପ୍ରେକ୍ଷୀରେ ଲୋକେ ଯୁଯୋମୁରା ଛକ କୁ ଚିହ୍ନଟ କରିନପାରି ଆଗକୁ ଚାଲି ଯାଉଛନ୍ତି। ଠିକ ସେହିପରି ଏହି ଛକ ଠାରୁ ବିଭିନ୍ନ ପାଞ୍ଚଟି ଗ୍ରାମପଞ୍ଚାୟତ ଓ ସୋନପୁର