ସୁନ୍ଦରଗଡ ସହର: ଖବର ପ୍ରସାରଣ ପରେ ଖୁଣ୍ଟି ଝରିଆରେ ଜମି ରହିଥିବା ଜଳକୁ ନିଷ୍କାସନ କରିବା ନେଇ ତ୍ଵିରିତ ପଦକ୍ଷେପ ଆରମ୍ଭ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ
Sundargarh Town, Sundargarh | Aug 23, 2025
ଗତ କାଲି 22 ଅଗଷ୍ଟ ଶୁକ୍ରବାର ପୂର୍ବାହ୍ନ 11 :15 ସମୟରେ ପବ୍ଲିକ ଆପ କୁ ମିଳିଥିଲା ଏହି ସୂଚନା। ପ୍ରଥମେ ପବ୍ଲିକ୍ ଆପ ଏହି ନ୍ୟୁଜ୍ ପ୍ରସାରଣ...