କୋରାପୁଟ ସହର: ହତ୍ୟା ଘଟଣାରେ ବୈପାରିଗୁଡା ପୋଲିସ ପକ୍ଷରୁ ଦୁଇ ଭାଇକୁ ଗିରଫ ଜଣେ ଫେରାର କୋରାପୁଟ ଏସପିଙ୍କ ସୂଚନା
Koraput Town, Koraput | Sep 10, 2025
ବୈପାରିଗୁଡା ବ୍ଳକର ଦଣ୍ଡା ବାଡ଼ି ଗ୍ରାମର ସମରୁ ପୁଜାରୀ ଙ୍କୁ ହତ୍ୟା ଅଭିଯୋଗରେ ଅଣ୍ଡରିଯୋଡି ଗ୍ରାମର ହରିଶ୍ଚନ୍ଦ୍ର ଭୁମିଆ ଓ ଭିମସେନ ଭୂମିଆ...