ଝାରସୁଗୁଡା: କ୍ୟାବିନେଟ ମିଟିଂ ରେ ବାଣିଜ୍ୟ ଏବଂ ଏହାର ବିସ୍ତାର କୁ ନେଇ ହୋଇଥିବା ଆଲୋଚନା ବିଷୟରେ ବେଲପାହାଡ ରେ ପ୍ରତିକ୍ରିୟା ଦେଲେ ରାଜସ୍ବ ମନ୍ତ୍ରୀ
ଆଜି ଭୁବନେଶ୍ୱର ରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ମିଟିଂ ରେ ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟରୁ ଭିସି ମାଧ୍ୟମରେ ଯୋଗଦେଲେ ରାଜସ୍ୱ ମନ୍ତ୍ରୀ l ଏହି କ୍ୟାବିନେଟ ମିଟିଂ ରେ ବାଣିଜ୍ୟ ଏବଂ ଏହାର ବିସ୍ତାର କୁ ନେଇ ହୋଇଥିବା ଆଲୋଚନା ବିଷୟରେ ଆଜି ରାତି ୯ ଟା ୩୦ ରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବେଲପାହାଡ ରେ ପ୍ରତିକ୍ରିୟା ଦେଇଛନ୍ତି l