ବିଜେପୁର: ତାଲପାଲି ଗ୍ରାମର ରଜନିକାନ୍ଥ ସାହୁ ପଦ୍ମପୁର ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି , ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି
ବରଗଡ଼ ଜିଲ୍ଳା ଗାଇସିଲେଟ ଥାନା ଅନ୍ତର୍ଗତ ତାଲପାଲି ଗ୍ରାମର ରଜନିକାନ୍ଥ ସାହୁ କୌଣସି କାର୍ଯ୍ୟରେ ପଦ୍ମପୁର ପଟକୁ ଯାଉଥିବା ବେଲେ ତାଙ୍କ ବାଇକ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ତାଙ୍କ ହାତ ଭାଙ୍ଗିଥିବା ଜଣାପଡିଛି ।