ପବିତ୍ର ଦୁର୍ଗା ପୂଜା ଉପଲକ୍ଷେ ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
ଡଙ୍ଗରଛିଞ୍ଚି ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣଙ୍କୁ ଶାରଦୀୟ ଦୁର୍ଗା ପୂଜାର ଅନେକ ଅନେକ ଶୁଭେଚ୍ଛା। ମା' ଦୁର୍ଗା ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରି ଦିଅନ୍ତୁ।
ଶୁଭେଚ୍ଛୁ:
କମଳଚନ ଗାଧବା
ସରପଞ୍ଚ, ଡଙ୍ଗରଛିଞ୍ଚି ଗ୍ରା.ପ
Koraput, Koraput | Oct 20, 2026