Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଦାୟିତ୍ୱର ସହ ଗାଡି ଚାଳନା କରନ୍ତୁ। ଅନୁଗୋଳ ଟ୍ରାଫିକ୍ ପୋଲିସର ନୂଆଁ ପଦକ୍ଷେପ । AI , CCTV ଜରିଆରେ ଇ-ଚାଲାନ୍ କରିବ ପୋଲିସ । ଅଗଷ୍ଟ ମାସ ୧ ତାରିଖରୁ ହେବ କାର୍ଯ୍ୟକ୍ଷମ । ଅନୁଗୋଳର ପାଞ୍ଚଟି ପ୍ରମୁଖ ଛକରେ କାର୍ଯ୍ୟକାରୀ ହେଉଛି ଏହି କ୍ୟାମେରା । ମୋଟର ଯାନ ଆଇନର ଧାରା 194(C) ଏବଂ 194(D) ଅନୁଯାୟୀ ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଏବଂ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। #BreakingNews #BREAKING #spanugol #police #traffic #awarness

Anugul, Angul | Jul 28, 2026
ଦାୟିତ୍ୱର ସହ ଗାଡି ଚାଳନା କରନ୍ତୁ। ଅନୁଗୋଳ ଟ୍ରାଫିକ୍ ପୋଲିସର ନୂଆଁ ପଦକ୍ଷେପ । AI , CCTV ଜରିଆରେ ଇ-ଚାଲାନ୍ କରିବ ପୋଲିସ । ଅଗଷ୍ଟ ମାସ ୧ ତାରିଖରୁ ହେବ କାର୍ଯ୍ୟକ୍ଷମ । ଅନୁଗୋଳର ପାଞ୍ଚଟି ପ୍ରମୁଖ ଛକରେ କାର୍ଯ୍ୟକାରୀ ହେଉଛି ଏହି କ୍ୟାମେରା । ମୋଟର ଯାନ ଆଇନର ଧାରା 194(C) ଏବଂ 194(D) ଅନୁଯାୟୀ ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଏବଂ ୩ ମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। #BreakingNews #BREAKING #spanugol #police #traffic #awarness - Anugul News