ବାଲିଗୁଡା: ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପାଣି ଓ ଡ୍ରେନ ସମସ୍ୟା ପାଇଁ ଲିଖିତ ଅଭିଯୋଗ କଲେ କୋର୍ଟ ମାର୍କେଟର ଦୋକାନୀ
Baliguda, Kandhamal | Aug 21, 2025
ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ କୋର୍ଟ ମାର୍କେଟ ର ଦକାନ ସଦସ୍ୟ ଯାଇ ପାଣି, ଡ୍ରେନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି, ବହୁ ବର୍ଷ...