ଜି ଉଦୟଗିରି: ବନ ବିଭାଗ ଠାରେ ମା କାଳୀ ଙ୍କ ପୂଜା ଧୂମଧାମ୍ ରେ ଚାଲିଅଛି।ମଧ୍ୟ ରାତ୍ରରେ ମାଆ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲ
ବନ ବିଭାଗ ଠାରେ ମା କାଳୀ ଙ୍କ ପୂଜା ଧୂମଧାମ୍ ରେ ଚାଲିଅଛି।ମଧ୍ୟ ରାତ୍ରରେ ମାଆ ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା।ଯାହା ଆଜି ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଅଛି।ପ୍ରବଳ ଭିଡ଼ ଯୋଗୁଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।ପରିଚାଳନା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।