ଭଟଲି: ବାଉଲସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଭାଷାମେଳା ଅନୁଷ୍ଠିତ
ବାଉଲସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଭାଷାମେଳା ଅନୁଷ୍ଠିତଭଟଲି ବ୍ଳକ ବାଉଲସିଂହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କିପରି ଭାବରେ ସହଜରେ ପାଠ ପଢିପାରିବେଏବଂକିଛିଜାଣିପାରିବେ ସେଉପରେ ଆଜିଦିନ୧୦ଟାରେ ବ୍ଳକରଚଡେଇଗାଁକ୍ଲଷ୍ଟରସ୍ତରୀୟଏକଭାଷାମେଳାଆରମ୍ଭ ହୋଇଥିଲା। ଏଥିରେପ୍ରଧାନଶିକ୍ଷକ ସୁଶାନ୍ତ ସା ଏହି ଭାଷାମେଳାକୁ ପରିଚାଳନା କରିଥିବାବେଲେବରିଷ୍ଠ ଶିକ୍ଷକ ଦିଲୀପ ବାଗଙ୍କ ସଭାପତିତ୍ୱ ଏକ ସଭା ହୋଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଚଡେଇଗାଁ କ୍ଲଷ୍ଟରର ସିଆରସିସି ରୋହିତ କୁମାର ମହାନନ୍ଦ ଯୋଗ ଦେଇଥିଲେ।