Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ବୀରମହାରାଜପୁର: ଅନନ୍ତପାଲି ଗ୍ରାମରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମାଙ୍କଡ ଗୁରୁତର, ଉଦ୍ଧାର କଲା ବନବିଭାଗ

ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅନନ୍ତପଳି ଗ୍ରାମରେ ବିଦ୍ୟୁତ୍ ସଂପର୍ଷରେ ଆସି ଏକ ହନୁ ମାଙ୍କଡ ଗୁରୁତର, ଉଦ୍ଧାର କଲା ବନବିଭାଗ l ସୂଚନା ଅନୁସାରେ ଆଜି ସକାଳ ପ୍ରାୟ 7ଟା 30ମିନିଟ ସମୟରେ ଅନନ୍ତପାଲି ଗ୍ରାମରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ମାଙ୍କଡଟି ଅସି ଯାଇ ଛିଟିକି ପଡ଼ିଥିଲେ l ତେବେ ମାଙ୍କଡ ତଳେ ପଡିଥିବା ଦେଖି ବନବିଭାଗକୁ ଖାବର୍ ଦେଇଥିଲେ l ବନବିଭାଗ ଟିମ୍ ପହଞ୍ଚି ମାଙ୍କଡକୁ ଗୁରୁତର ଭାବରେ ଉଦ୍ଧାର କରି ଚିକିତ୍ସା କରିଥିବା ବାନବ 8ଭାଗ ପକ୍ଷରୁ ସୁଚନା ମିଳିଛି l

MORE NEWS