Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବୀରମହାରାଜପୁର: ବିନିକା ଗଡ଼ଭିତର ଠାରେ କାଲି ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବିନିକା ଗଡ଼ଭିତର ଠାରେ କାଲି ପୂଜା ପାଇଁ ଆଜି ଅପରାହ୍ନ 3ଟା ପର୍ଯ୍ୟନ୍ତ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ପୂଜା କିଟିର ସଭାପତି ଭୁବନେଶ୍ୱର ପାତ୍ରଙ୍କ ତତ୍ୱାବଧାନାରେ ଘଂଟାଘାଣ୍ଟି ଶୋଭାଯାତ୍ରା ରେ ବାହାର ସହର ପରିକ୍ରମା କରି କଚିରି ନଦୀ ଘାଟକୁ ଯାଇଥିଲେ l ସେଠାରେ ପୂଜକ ସୁବାସ ବଡ଼ପଣ୍ଡା ଗଙ୍ଗା ମାତା ଙ୍କ ପୂଜାର୍ଚନା କରଥିଲେ l ସେଠାରୁ ଭକ୍ତ ମାନେ ପୂର୍ଣ୍ଣ କଳାଶରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ l କର୍ତା ଭାବରେ ପ୍ରଶାନ୍ତ ଷଣ୍ଢ, ଅକ୍ରୁର ଦଣ୍ଡସେନା ଏବଂ ବିମଲ ଦଣ୍ଡିଆ ଦାଇତ୍ୱ ତୁଲାଇଥିବା ବେଳେ ଶୋଭାଯାତ୍ରାରେ ବହୁ ଭକ୍ତ ସାମିଲ ହୋଇଥିଲେ l

MORE NEWS