ପୁରୀ ମ୍ୟୁନିସିପାଲଟି: ବଳଙ୍ଗା ପୀଡ଼ିତାଙ୍କ ଭିଡ଼ିଓ ବିଭିନ୍ନ ସୋସିଆଲ ମେଡ଼ିଆରେ ଘୁରିବୁଲୁ ଅଛି, ଯାହାକି ସତ୍ୟ ନୁହେଁ, ଏସପି କାଯ୍ୟଳୟରୁ ସୂଚନା l
Puri M, Puri | Aug 17, 2025
ଗତ କାଲି ଠାରୁ ଗୋଟିଏ ଭିଡ଼ିଓ clip ବିଭିନ୍ନ ସୋସିଆଲ Media ରେ ଘୁରି ବୁଲୁ ଅଛି । ଉକ୍ତ ଭିଡ଼ିଓ ଟି ପୁରୀ ଜିଲ୍ଲା ବଳଙ୍ଗା ଥାନା କେଶ No-...