ଗୁରୁବାର ଦିନ ବାରିପଦାର ଐତିହାସିକ ଛଉ ପଡିଆ ଠାରେ ଅନୁଷ୍ଠିତ ମୟୂରଭଞ୍ଜ ମହୋତ୍ସବ ର ୪ର୍ଥ ସଂଧ୍ୟା ରେ ଅତିଥି ଭାବେ ପୂର୍ବତନ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଜେପି ଏସଟି ମୋର୍ଚ୍ଚା ର ରାଜ୍ୟ ଉପ ସଭାପତି ଫାଗୁ ହାଁସଦା, ବିଜେପି କାର୍ଯ୍ୟକାରିଣୀ ତଥା ବରିଷ୍ଠ ସଦସ୍ୟ ଜୀବନ ସାହୁ ପ୍ରମୁଖ ଯୋଗ ଦେଇଥିଲେ।