ଲୋଇସିଂହା: ନଅ ଗାଁ ଖ ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ଖେଳ କୁଦ ପ୍ରତିଯୋଗିତା ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ
ଖେଲମା, ଖେଲାମା ଆର୍ ତହଁକାମା.... ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନଅଗାଁ(ଖ) ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଆରମ୍ଭ ହୋଇଥିବା 'ବିଧାୟକ ଖେଳକୁଦ ପ୍ରତିଯୋଗିତାର ଆଜି ଅପରାହ୍ନ 4ଟା ସମୟରରେ ଉଦ୍ଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପ୍ରତିଯୋଗିତାର ପ୍ରଥମ ଖେଳ ଭାବେ ଆଜି ନଅଗାଁ(ଖ) ଏବଂ କୁଶଙ୍ଗ ମଧ୍ୟରେ ଖେଳାଯାଇଥିବା ଫୁଟବଲ ମ୍ୟାଚରେ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ମନ୍ତ୍ରୀ। ଉଭୟ ଦଳର ଖେଳାଳୀ ଖୁବ ଚିତ୍ତାକର୍ଷକ ଖେଳ ପ୍ରଦର୍ଶନ କରିଥିଲେ। ଗ୍ରାମାଞ୍ଚଳରେ ନୂତନ ପ୍ରତିଭାଙ୍କୁ ଆଗକୁ ଆଣି ସେମାନଙ୍କୁ ରାଷ୍ଟ୍ରୀୟ ତଥା ଅନ୍ତଃ