ବଡଚଣା: ଐତିହାସିକ ଅମରାବତୀ ଦୁର୍ଗ ପଡିଆରେ ଅନୁଷ୍ଠିତ ମେଲରେ ଯୋଗ ଦେଲେ ବଡଚଣା ବିଧାୟକ ।
ଐତିହାସିକ ଅମରାବତୀ ଦୁର୍ଗ ମଧ୍ୟରେ ଅନୁଷ୍ଠିତ ମେଲରେ।ସୋମବାର ଦିବା ୨ ଘଟିକା ସମୟରେ ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ଯୋଗ ଦେଇଥିଲେ। ଏବଂ ରାଧା କୃଷ୍ଣଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପରେ ଏହି ମେଲଣ ଉପରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।