କଟନି ଛଟନି ଓ ପୁରୁଣା ଚିରାଫଟା ଅଖା ବସ୍ତାର ସମସ୍ୟା।ମିଲର୍ସ ର ମନ ମାନୀ ଓ ଅଫିସର ଏବଂ ମିଲର୍ସ ର ମଧୁ ଚନ୍ଦ୍ରିକା ରେ ଚାଲିଛି ମଣ୍ଡି।ଏଭଳି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଏହାର ସମାଧାନ ଓ ଚାଷୀ ମାନଙ୍କ ପାଇଁ ବାଟ ମାରଣା ନିତି କୁ ପ୍ରତିରୋଧ କରିବା ସମସ୍ତ ଚାଷୀ ମାନଙ୍କୁ ହକ ଓ ଅଧିକାର ପାଇଁଁ ଲଢେ଼ଇ କରି ନ୍ୟାୟ ପ୍ରଦାନ କରିବା କୃଷକ ସଶକ୍ତକରଣ କରିବା ଉଦ୍ଦେଶ୍ୟରେ କୃଷକ ବନ୍ଧୁ ସଙ୍ଗଠନ ର ବୈଠକ ଚନ୍ଦ୍ର ମଣି ବେହେରା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ।