କଟକ ପୌରାଞ୍ଚଳ: ଆଠଗଡ କୋରୋଙ୍ଗା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଦେଶୀ ମଦ ନଷ୍ଟ ସହ ୫ଟି ମାମଲା ରୁଜୁ
Cuttack M Corp PS, Cuttack | Jul 13, 2025
କଟକ ଜିଲ୍ଲା ଆଠଗଡ ଥାନା ଅନ୍ତର୍ଗତ କୋରୋଙ୍ଗା ଗ୍ରାମର ଘଞ୍ଚ ଜଙ୍ଗଲରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଘଞ୍ଚ ଜଙ୍ଗଲରେ ବେଆଇନ ଭାବେ...