ଭଟଲି: ଜଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ
ଜଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ଭଟଲି ବ୍ଲକ ରେ ସୁସ୍ଥନାରୀ ସଶକ୍ତ ପରିବାର ଅଭିଯାନ ଚାଲିଥିବା ବେଳେ ଭଟଲି ବ୍ଳକ କମଗାଁ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପକ୍ଷରୁ ଜଡ଼ା ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ସୁସ୍ଥନାରୀ ସଶକ୍ତପରିବାର ଅଭିଯାନ ଓ ସ୍ୱାସ୍ଥ୍ୟମେଲା ଆଜି ସକାଳ ୧୦ ଟାରେଆରମ୍ଭ ହୋଇଥିଲା।ଏଥିରେ ସରପଞ୍ଚ ଦମୟନ୍ତି ନାୟକଙ୍କ ଅଧ୍ୟକ୍ଷତା ରେ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ମଧୁସ୍ମିତା ରାଉଳ ଉଦ୍ଦେଶ୍ୟ ଜ୍ଞାପନ ପ୍ରଦାନ କରିଥିଲେ।ଏଏନଏମ ଲିଲି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।