ଜୁନାଗଡ: ଖଲିଆକାନି ପେଟ୍ରୋଲ ପମ୍ପ ନିକଟରେ ଅଜଣା ଗାଡି ଧକ୍କା ରେ ଅଜା ନାତୁଣୀ gurutb
ଗୋଲାମୁଣ୍ଡା ଥାନା ଖଲିଆକାନି ପେଟ୍ରୋଲ ପମ୍ପ ନିକଟରେ ରବିବାର ସକାଳ ୯ ଟା ରେ ଅଜଣା ଗାଡି ଧକ୍କା ରେ ଅଜା ଓ ନାତୁଣୀ ଗୁରୁତର ହୋଇଥିଲେ। ବାଇକ ଯୋଗେ ଧର୍ମଗଡ ଯାଉଥିବା ବେଳେ କୌଣସି ଅଜଣା ଗାଡି ଆସି ଧକ୍କା ଦେଇଥିଲା। ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ତାଙ୍କୁ ଗୋଲାମୁଣ୍ଡା ଡାକ୍ତରଖାନା କୁ ନେଇ ଚିକିତ୍ସିତ କରାଇଥିଲେ।