ବୌଦ୍ଧ ସଦର: ବୌଦ୍ଧ ମାଉସି ମା ମନ୍ଦିର ପରିସରର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ
ବୌଦ୍ଧ ସହର ସ୍ଥିତ ବୌଦ୍ଧ ମାଉସି ମା ମନ୍ଦିର ପରିସରର ଜିଲ୍ଲା ଟ୍ରାକ୍ଟର ମାଲିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସଂଘ ସଭାପତି ଗୋପାଳ କୃଷ୍ଣ ବେହେରାଙ୍କ ଅଧୟକ୍ଷତାରେ ଅନୁଷ୍ଠିତ ହୋଇଛି l ସହର ର ବିଭିନ୍ନ ବାଲି ଘାଟରେ ଟ୍ରାକ୍ଟର ମାଲିକ ଠାରୁ ଅଧିକ ରୟାଲିଟି କାଟୁ ଥିବାରୁ ସଧାରଣ ଲୋକେ ଏଥିରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ତେଣୁ ଏହାର ପ୍ରତିକାର ପାଇଁ ଜିଲ୍ଲା ପ୍ରଶାସନ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ