ବିଜେପୁର: ଟ୍ରାନ୍ସଫର୍ମର ଲୋଡିଂ ସମୟରେ ବାଦିପାଲିର ଯୁବକଙ୍କ ମୃତ୍ୟୁ ଗାଁରେ ଶୋକ, ନ୍ୟାୟ ଦାବିରେ ରାସ୍ତା ରୋକ
ଟ୍ରାନ୍ସଫର୍ମର ଲୋଡିଂ ସମୟରେ ବାଦିପାଲିର ଯୁବକଙ୍କ ମୃତ୍ୟୁ ଗାଁରେ ଶୋକ, ନ୍ୟାୟ ଦାବିରେ ରାସ୍ତା ।ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅଧୀନ ବାଦିପାଲି ଗ୍ରାମରେ ଟ୍ରାନ୍ସଫର୍ମର ଲୋଡିଂ ସମୟରେ ଘଟିଥିବା ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଯତିନ୍ଦ୍ର ମେହେର (୩୧) ଗରିବ, ନିରିହ ଓ ସହଜ ସ୍ଵଭାବର ଲୋକ ଭାବେ ଗ୍ରାମରେ ପରିଚିତ ଥି