ଲାଞ୍ଜିଗଡ: ଥୁଆମୁଳ ରାମପୁର ITDAପକ୍ଷରୁ ତାସିଗୁଡା ଏବଂ କାଲଦୁଦା ଗ୍ରାମର ୧୨୪ ଜନ ଜାତି ପରିବାର କୁକୁକୁଡ଼ା ଚିଆଁ ଓ ସାମଗ୍ରୀ ବଣ୍ଟନ
ଶୁକ୍ରବାର କଳାହାଣ୍ଡି ଜିଲ୍ଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ଥୁଆମୂଳ ରାମପୁର ଦ୍ବାରା ଥୁଆମୂଳ ରାମପୀ ବ୍ଲକର ତାସିଗୁଡା ଏବଂ କାଳଦୁଦା ଗ୍ରାମର ୧୨୪ ଜନଜାତି ପରିବାରକୁ କୁକୁଡା ଚିଆଁ ବଣ୍ଟନ କରାଯାଇଛି। ITDA ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ ଦାସ ଉପସ୍ଥିତ ରହିଥିଲେ।