ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ବାଲିବନ୍ଧା ନିକଟରେ ସଡ଼କ ଦୁର୍ଘଟଣା ଜଣେ ଆହତ, ଜଣେ ଗୁରୁତର
ଟାଉନ ଥାନା ଅନ୍ତର୍ଗତ ବାଲିବନ୍ଧା ନିକଟରେ ସଡ଼କ ଦୁର୍ଘଟଣା 2 ଆହତ l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 3 ଟା ସମୟରେ ବାଲିବନ୍ଧା ନିକଟରେ ଏକ ବାଇକ କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ବାଇକ ରେ ଥିବା ଦୁଇ ଜଣ ଯୁବକ ତଳେ ପଡି ଯାଇ ଗୁରୁତର ଆହତ ହୋଇଥିଲେ l ତାଙ୍କୁ ତୁରନ୍ତ ସ୍ଥାନୀୟ ଲୋକେ ମେଡିକାଲ ଆଣିଥିଲେ l ହେଲେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି l