ଛତ୍ରପୁର: ଛତ୍ରପୁର ବାଳିକା ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ବିଦ୍ଯାଳୟ ଗସ୍ତ କରି ବ୍ଯବସ୍ଥା ବୁଝିଲେ ଛତ୍ରପୁର ବିଧାୟକ
Chhatrapur, Ganjam | Aug 26, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଂଗଳବାର ବିଭିନ୍ନ ବିଦ୍ୟାଳୟ ଗସ୍ତ କରି ବ୍ଯବସ୍ଥା ବୁଝିଛନ୍ତି ।ମଂଗଳବାର ପୂର୍ବାହ୍ନରେ...